by Prafulla Chandra Mishra ✓ · 22 Apr 2021
ଅଜ୍ଞାନ ମେଳରେ ଜ୍ଞାନୀ ନିରବରେ ସମୟ କାଟାଇ ଦିଏ ଭେକରାବ ଶୁଣି କୋଇଲି ଯେମନ୍ତ ନିଃଶଦ୍ଦେ ନିରବି ଯାଏ ପଣ୍ତିତ ଗହଣେ ମୁରୁଖ ଯେମନ୍ତ ବସିଥାଏ ନୋଇଁ ମଥା ଦିଶଇ ଏମନ୍ତ ପଣ୍ଡିତ କୁହନ୍ତି ହଂସ ମଧ୍ୟେ ବକ ଯଥା ।।
Loading comments…
Comments
Loading comments…