Loading…

by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 17 May 2021
ଛୁଆର ଆଖି ଲୁହ ପୋଛିବା ପାଇଁ ନିଜ ଆଖିରୁ ଲୁହ ଗଡାଉଥିବ, ଭୋକ ଉପାସରେ ରହି ଦିନଯାକ ପିଲାକୁ ଶରଧାରେ ଖୁଆଉ ଥିବ। ଅଳିଆ ଅସନା ହେଲେ ବି କୋଳେଇ ନେଇ ଗେଲ କରୁଥିବ, ଧୂଳି ମଳି ମଳିନ ମୁହଁକୁ ପଣତକାନିରେ ତା' ପୋଛି ଦେଉଥିବ ମାଆ ପରି କିଏ
Comments
Loading comments…