by Hrusikesh Moharana ✓ · 7 Aug 2019
ଚପଲ ମାଡ଼ି ନଥିବା ପାଦ ଖେଳନା ଧରିନଥିବା ହାତ ବାପାକୁ ଦେଖିନଥିବା ଆଖି କାହାଣୀ ଶୁଣିନଥିବା କାନ ଅପେକ୍ଷା ଶିଶୁଟି ମାଆକୋଳକୁ ଆଶ୍ରୟକରି ଖୁବ୍ ଖୁସିରେ ବଞ୍ଚେ ।
Loading comments…
Loading comments…