by Bharati Prava ✓ · 2 Jan 2019
ମୁଁ ଏକ ଅଧମ ପିଲା ପୂଜା ତୋ ଜାଣେନା ଶରଣ ପଶୁଛି ମାତା ମନ ମୋ ଅମନା। କର ବଶିଭୂତ ତାକୁ ବୋଲ ତୋ ମନାଅ ମଥାପରେ ସଦା ତୁମ ହସ୍ତ ରଖିଥାଅ।
Loading comments…
Loading comments…