by ଉମେଶ ଚନ୍ଦ୍ର ଯେନା ✓ · 14 May 2021
ମାଆଲୋ ଆଜି ଆଉ କାହା ମୁହଁରେ ତୋ ମୁହଁ ଦେଖା ଯାଉଛି ଖାଲି ଭୋକ ଭୋକ ବୋଲି ବାର ଦୁଆର ହେଉଛି ଅଇଁଠା ପତ୍ରରୁ ଭାତ ମୁଠାଏ ଆଣି ସେ ଗୀତ ଗାଉଛି "ଭାତ ଖାଉଁ ଡାଲି ଖାଉଁ ତରକାରୀ ଖାଉଁ ମାଛ ଖାଉଁ "
Loading comments…
Loading comments…