by Bijaya Kumar Swain ✓ · 7 Jul 2021
ସ୍ନେହରେ ସାଗର ଧୈର୍ଯ୍ୟରେ ଧରିତ୍ରୀ ମୋର ସବୁ ସୁଖ ଥାଏ ସଦା ଚିନ୍ତି ଦିଅଁଙ୍କ ନିକଟେ ମୋ ସୁଖ ମନାସି ଆଖି ଲୁହ ଢାଳି ଥାଏରେ। ମାଆ ପରି କିଏ ହେବରେ।
Loading comments…
Comments
Loading comments…