ସ୍ନେହ ମମତା ର ମୂର୍ତ୍ତି ଟିଏ
ଅଳି ଅର୍ଦ୍ଦଳି ସହୁଥିବା ଧାତ୍ରୀ ଟିଏ
ଶତସିଂହର ବଳ ଦେଉଥିବା
ପ୍ରେରଣାଦାତ୍ରୀ ଟିଏ ।
ସେ ସୃଷ୍ଟି କରେ
ଆବଶ୍ୟକ ସ୍ଥଳେ ବିନାଶ କରେ ।
ସେ ସତ୍ୟଦାୟିନୀ, ଶକ୍ତି ପ୍ରଦାୟିନୀ
ପ୍ରେମମୟୀ , ଜଗତ ଜନନୀ
ମା ପରି ମା ଟିଏ ।
ସ୍ନେହ ମମତା ର ମୂର୍ତ୍ତି ଟିଏ
ଅଳି ଅର୍ଦ୍ଦଳି ସହୁଥିବା ଧାତ୍ରୀ ଟିଏ
ଶତସିଂହର ବଳ ଦେଉଥିବା
ପ୍ରେରଣାଦାତ୍ରୀ ଟିଏ ।
ସେ ସୃଷ୍ଟି କରେ
ଆବଶ୍ୟକ ସ୍ଥଳେ ବିନାଶ କରେ ।
ସେ ସତ୍ୟଦାୟିନୀ, ଶକ୍ତି ପ୍ରଦାୟିନୀ
ପ୍ରେମମୟୀ , ଜଗତ ଜନନୀ
ମା ପରି ମା ଟିଏ ।
Loading comments…