by Jayashree Maharana ✓ · 30 May 2021
ତା ପଣତ ମୋର ଛାତ ସୁରକ୍ଷାର ତା କୋଳ ସତେକି ମୋର ସ୍ୱର୍ଗପୁର । ସ୍ନେହ ମମତାର ସେ ବିଶ୍ୱ ଭଣ୍ଡାର ତା ହାତ ପରଶ ସଂଜୀବନି ମୋର ।
Loading comments…
Comments
Loading comments…