by Akshayakumar Dash ✓ · 16 May 2020
କାଖେଇ ବୁଲେଇ ଝୁଲେଇ ଖେଳେଇ ଗପ ମାନକହୁ ଭଳିକି ଭଳି କଳାଟିପା ନେଉ କଜଳପାତି ରୁ ମାଖିଦେଉ ଆଣି କପାଳ ପାଦ କେହିଦେଖି କାଳେ ଦେହେ ଲାଗିଯିବେ
Loading comments…
Loading comments…