by Prasant Kumar Nath ✓ · 16 Apr 2018
ହାତ ଧରି ତୋର ଚାଲିବା ଶିଖିଛି ତୋ ଠାରୁ ଶିଖିଛି କଥା ତୋହରି କୋଳରେ ବଡ ମୁଁ ହୋଇଛି ତୁ ମୋର ଜନମ ଦାତା ।
Loading comments…
Loading comments…