by Sunanda Mohanty ✓ · 23 Sept 2021
ଶରତତ ନିଶାଶକ୍ତ ହେମନ୍ତର ଧରି ହସ୍ତ ଅଳ୍ପ ଅଳ୍ପ ରାତି ଶୀତ କହେ ଦୁର୍ଗା ମାଆ ଆସ ଆସ ନିଆଁଲଗା ବରଷାଟା ଅମାନିଆ ଲଘୁଚାପ ବା କଥାମାନି ରହିଯାଆ କହୁ ଦୁର୍ଗା ମାଆ ଆସ ଆସ
Loading comments…
Comments
Loading comments…