by Bijaya kumar panda ✓ · 11 May 2021
କେତେ ଯେ ଗୋଇଠା କେତେ ଯେ କଷଣ ଉଦରେ ମୋ ଯାତନା ଥିଲା କେତେ ଉଷା ବ୍ରତ ମାନସିକ କରି ସ୍ନେହ ପ୍ରେମ ଭରେ ଆଙ୍କିଛ ଚୁମା। ଅଝଟ ମୁଁ କଲେ ଯାଦୁକରୀ ଭଳି ମୋ ପାଖେ ହୋଇଛ ଛିଡ଼ା ପେଟେ ଓଦାକନା ଆଖି ଲୁହ ପିଇ ମୋ ପାଟିରେ ଦେଲେ ଦାନା।
Loading comments…
Loading comments…