by Pranati Jena ✓ · 25 May 2022
ଭୁବନମୋହନ ଭୁଲା ତା ମନ ପରୀକ୍ଷା ନିଅଇ ହୃଦ ଚନ୍ଦନ ଶୟନେ ସ୍ୱପନେ ଆତ୍ମା ବନ୍ଧନ କାୟା ବିନା ଛାୟା ଅଧୀର ପ୍ରାଣ ଗୋ ଶ୍ୟାମପରାଣ ନୁହେଁ ଭିନ୍ନ ତୁମ ପ୍ରୀତି ପୁରାଣ
Loading comments…
Loading comments…