120Log inSign up
ମାେ ଘର
Poem · Others

ମାେ ଘର

by Er Pabitra Behera ✓ · 10 May 2019

232Reads
5Likes
1Min read

ସଞ୍ଜ ହେଲେ ବସେ ଜେଜେ ଙ୍କ ପାଖେ ରାତି ସରିଯାଏ ତାଙ୍କରି ପାଖେ ।। ସ୍କୁଲ୍ ଛୁଟି ହେଲେ ଗ୍ରୀଷ୍ମ ରେ ମାମୁଁ ଘର ଯାଏ ମନ ଖୁସି ରେ ।।

Loading comments…

ମାେ ଘର · StoryMirror