by Prasanta kumar Hota ✓ · 25 Jul 2018
ଧିରେ ଧିରେ ବେଢା ମାରି ଦେଉଳେ ପଶିବି ଗରୁଡ ସ୍ତମ୍ଭର ପାଖେ ତୋତେ ଦେଖୁଥିବି କହୁଥିବି ନିଅ ବୋଲି ଗୁହାରି ସାଦରେ ସତେକିବା ପ୍ରଭୁ ମୋର ପାଇବି ପାଖରେ
Loading comments…
Comments
Loading comments…