by Chittaranjan Nanda ✓ · 16 Jun 2022
କିଏ ନଝୁଲୁଛି ଜୀବନ ଦୋଳିରେ କହ କିଛି ଲୋକ ଉଠନ୍ତି ବହୁତ ଉଚ୍ଚକୁ ଶୋଷଣ କରି ଧନ ଠୁଳ କରିବାରେ ହେ ଗରିବ ଦୁର୍ବଳ ପରିଶ୍ରମ କରି କରି ଥକି ଗଲେ ମଧ୍ୟ ସେତିକି ପଛକୁ ଯାଉଛ ରହୁଛ ଭୋକ ଶୋଷରେ |
Loading comments…
Comments
Loading comments…