by Sunanda Mohanty ✓ · 5 Jul 2022
ମଣିଷ କାଟୁଛି ନିଜ ବେକ ନିଜ ହାତେ ଶୁଣିଛି ଏମିତି ଭୋଗୁଛି ଦୁର୍ଗତି ନିତି ତୁମେ ଚାହିଁଲେ କରୁଣା ଭରିଲେ ବିଶ୍ୱରେ ହୁଅନ୍ତା କି କେବେ ଏମିତି
Loading comments…
Loading comments…