by Gyanendriya Dash ✓ · 11 Oct 2022
ବନସ୍ତରେ ଯାଇ ଜଗିଲା ଛେଳି । ଭୋକ ଉପାସରେ କଷଣ ସହିକି, ପୂଜି କଲା ତୁମ୍ଭେ ଗଳାର ମାଳି ।୩। ଦେଇଥିଲ ତାକୁ ଧୈର୍ଯ୍ୟ ଓ ବଳ । ସାତଭାଇ ତାଙ୍କ ଫେରିବା ଦିନକୁ, ଚାହିଁଥାଏ ସତେ ହୋଇ ଆକୁଳ ।୪। ଆସିଲା ମାଆ ଗୋ ସୁଖ ସମୟ । ବିଦେଶୁ ଫେରିଲେ
Loading comments…
Loading comments…