by Kalyani Nanda ✓ · 4 Apr 2020
ମାତିଛି, ମାଡି ଚାଲିଛି, ବୀର ଦର୍ପ ରେ ମାନବର ଅସ୍ଥି ମଜ୍ଜା ଉପରେ, ଦଳି, ମକଚି ,ସମଗ୍ର ବିଶ୍ବର ଛାତି ଉପରେ , ଦର୍ପିତ ହସର ଧ୍ବନି କଲିଜା ଥରାଇ ଦେଉଛି, କିନ୍ତୁ କାହିଁକି ଏ ଭୟ ?କାହିଁକି ଏ ଭୀତତ୍ରସ୍ତ ଜନତା ?
Loading comments…
Loading comments…