by Debaki Behera ✓ · 8 Aug 2020
ସହିପାରୁ ନାହିଁ ଧରା ଦେଖି ତୋରୋ ଏ ଆଚାର , ସବୁ ନଷ୍ଟ କରିଦେବ ମନେ କରେ ସେ ବିଚାର । ମାନବ ପାଖରେ ନାହିଁ ଆଉ ମାନବତ୍ଵ ଅଂଶ , ଏଥିପାଇଁ ଦିନେ ନିଶ୍ଚେ ସବୁ ପାଇଯିବ ଧ୍ବଂସ ।
Loading comments…
Loading comments…