by ABADHOOT PANDA ✓ · 5 Mar 2021
ନିଷ୍ଠାପର ଯତ୍ନ ତଥା ଜାଗତିକ ସମ୍ବେଦନଶୀଳତା ମାଧ୍ୟମେ ମଣିଷର ପରୋପକାରୀ ଉଦ୍ଦେଶ୍ୟ ହୁଅନ୍ତା ଶକ୍ତିଶାଳୀ ସତତ l ଆଉ ସ୍ୱାର୍ଥପର ଉଦାସୀନତାକୁ ଅତିକ୍ରମ କରି ପାରିଥାନ୍ତା ମଣିଷର ସାର୍ବଜନୀନ ସମ୍ବେଦନଶୀଳତା ଅବିରତ l
Loading comments…
Comments
Loading comments…