by Ram Prasad Bisoi ✓ · 15 Jul 2017
ମାନସ ବୃନ୍ଦାବନ । ଏ ପବନ ଏ ସମୟ ଏ ମୁରଳିର ସ୍ୱର ସବୁ ମୋ ପ୍ରୟତମା ପାଈଁ ମୋହନି, ଯୋଗିନୀ, ମଧୁଯାମିନି ପ୍ରତୀତ ହେଉଛି ମୋହନ ବଂଶୀ ରାଗର ପ୍ରିୟା ପ୍ରିତିର ମାନସ ବୃନ୍ଦାବନ , ରାମ ବିଶୋଇ । (କାଶ୍ୟପ) ତିରୁପତି । ୧୧-୦୬-୧୬ ।
Loading comments…
Loading comments…