by Satyabati Swain ✓ · 7 Oct 2021
ମନର ମାନସିକତା ହୁଅଇ ଯଦି କୁ ଓ ବିକୃତ କିଛି ବି ଭଲ ଲାଗେନା ମନଟି ଥିଲେ ଦୁଃସ୍ଥ ସକଳ କଥା ଲାଗଇ ପିତା ଭୋଗଇ ଦେହ କଷ୍ଟ ଚିଡି ଚିଡି ରାଗ ଅଶାନ୍ତି ଅସୁଖ କରନ୍ତି ବ୍ୟସ୍ତ।
Loading comments…
Loading comments…