by Parshuram Biswal ✓ · 22 Aug 2017
ବୁଝେଇ ବୁଝେଇ ଥକିଗଲିଣି ମୁଁ ମୋ କଥା କେ’ ଶୁଣୁନାହିଁ, କହିବୁ ଟିକିଏ ମୋ ଗାଆଁ ପିଲାଙ୍କୁ ଆରେ ମୋ କଳାକହ୍ନେଇ, ଗାଆଁଟିକି ସଫା କରିବେ ସେ ନିଶ୍ଚେ ପରିବେଶେ ଧ୍ୟାନ ଦେଇ ।
Loading comments…
Loading comments…