by Gitanjali Pujapanda ✓ · 18 Jun 2021
ଅସୁର ଦୈତ୍ୟ ଦୁଷ୍ଟ ସଂହାରକାରିଣୀ ଜଗତ ଜନନୀ, ଶିବଙ୍କର ଘରଣୀ ଗଣେଶ କାର୍ତ୍ତିକେୟ ଜନନୀ ସତୀ ମହାସତୀ ଘେନ ପ୍ରଣତି ମୋ ହୃଦୟରୁ ମାତା ରାଣୀ।
Loading comments…
Loading comments…