by Usharani Sahoo ✓ · 4 Jul 2022
ଜନମ ଲଭିଲି କଥା ମୁଁ କହିଲି ସେହି ଅଟେ ମୋର ଭାଷା ସେ ଭାଷାରେ ଅଛି କେତେ ଆତ୍ମୀୟତା ଶିଖଇ ଯେ ନୂଆ କଥା। ମାତୃଭାଷା ନେଇ କବି ଓ ଲେଖକ ଲେଖିଲେ କାବ୍ୟ କବିତା ପୁଣି ରଚିଗଲେ ଗଳ୍ପ ଏକାଙ୍କିକା ହୋଇଲେ ଜଗତ ଜିତା। ଓଡ଼ିଶା ମାଟିରେ ଜନମିଛ
Loading comments…
Comments
Loading comments…