by Sadananda Pratihari ✓ · 27 Jan 2021
ସ୍ୱାର୍ଥ ଅହମିକା ଦଳୀୟ କନ୍ଦଳ ପଥଭ୍ରଷ୍ଟ ରାଜନୀତି ଦେଶ ବିଭାଜନ ଯଜ୍ଞ କୁଣ୍ଡରେ ଦିଅ ନାହିଁ କେହି ଆହୁତି l ପଡ଼ୋଶୀ ଶତ୍ରୁ ଅଛନ୍ତି ସଜାଗ କରିବାକୁ ପାଣି ଗୋଳିଆ ଗୋଳିଆ ପାଣିରୁ ଧରିବାକୁ ସିଏ ରୋହି ଭାକୁର ବାଳିଆ l
Loading comments…
Loading comments…