by Chinmaya Kumar Nayak ✓ · 10 Dec 2020
ମଝି ଅଗଣାର ଛୋଟିଆ ଆକାଶେ ଜହ୍ନ ଯେବେ ଆସେ କେତେ ମନ କଥା ହୁଏ ତା ସାଥେ, ବୁଢ଼ୀ ମାଆ କୋଳରେ ରାତି ପାହିଯାଏ କାହାଣୀ ଛଳରେ ଘୁରି ବୁଲେ ସତେ ରାଇଜ କେତେ।
Loading comments…
Comments
Loading comments…