by Debadatta Jena ✓ · 7 Oct 2020
ପୁରୁଣା ଜହ୍ନ ମାମୁଁ ପତ୍ରିକାର ପୃଷ୍ଠା ଲେଉଟାଇଲେ ଜଳ ଜଳ ଦିଶେ ତା'ର ମୁହଁ, ଠିକ ବେତାଳର ଛବି ପରି, ଆସେ ସବୁ ଥର ପରି, ଲଥ କରି ଝୁଲି ପଡେ ବିକ୍ରମ କାନ୍ଧରେ, ସୁନ ସାନ ଅନ୍ଧାର ରାତିରେ, ଅତି ସନ୍ତର୍ପଣରେ, ଦେହ ନୁହେଁ ତ, ଅ-ଦେହରେ ତା
Loading comments…
Comments
Loading comments…