by Dharmananda Maharana ✓ · 3 Jun 2021
ଜନମ କାଳରୁ ଆଘାତ ଦେଇଛି, କ୍ଷତ ବିକ୍ଷତ ଶରୀର ନିଜ ଛୁଆ ବୋଲି କ୍ଷମିଅଛୁ ତୁହି, ସବୁ ଦୋଷକୁ ମୋହର କ୍ଷୁଧା,ରୋଗବ୍ୟାଧି ଚେର,ଫଳମୂଳ, ରଖିଛୁ କେତେ ସାଇତି ତୋହର ସେବାରେ ସଦା ତନ, ମନ, ଲାଗିଥାଉ ଦିବା ରାତି ।।
Loading comments…
Loading comments…