by Aishwarya Mishra ✓ · 25 Apr 2021
ପ୍ରକୃତି ତା' ଠାରେ ଭରିଛି ଅନିନ୍ଦ୍ୟ ଶୋଭାର ଅମ୍ଳାନ ଗନ୍ତାଘର, ଋତୁସ୍ନାତା ପ୍ରକୃତିର ଯାଦୁକରୀ ସ୍ପର୍ଶରେ , ଖିଲି ଖିଲି ହୋଇ ହସି ଉଠେ ମୋ ମାଟି ମାଆ , ନିଦାଘରେ କୃଷ୍ଣଚୂଡ଼ାର ରକ୍ତିମ ଆଭାରେ, ଶ୍ରାବଣରେ ଇନ୍ଦ୍ରଧନୁର ରଙ୍ଗମୟ ଛିଟା
Loading comments…
Comments
Loading comments…