by Renuka Samal ✓ · 1 Oct 2020
ଶସ୍ୟ ଶ୍ୟାମଳା କରିଛି ଧରଣୀ ପାହାଡ଼ ଟେକିଛି ମଥା, ଖଣି ରେ ଖଣିଜ ସଜାଇ ରଖିଛି ଜାଣି ଆମ ମନ କଥା। ସବୁଜ ପ୍ରାନ୍ତରେ ସପନର ଢେଉ ସାଧବାଣୀ ବୋହୂ କିଣେ, ତପନ କିରଣେ କାକରର ଝରା ହିରାର ଭ୍ରମକି ଆଣେ।
Loading comments…
Comments
Loading comments…