by Sagarika Mohanty ✓ · 2 Jul 2018
ଦୂର ଦିଗବଳୟ ତଳେ ପଣତ ପାରି ଶୋଇ ରହିଛିି ମୋ ମାଆ । ପଞ୍ଚଭୂତର ପ୍ରଥମ ଆନନ୍ଦ , ମାଟି । ମୋ ମାଆ । ମୋତେ ହାତ ଠାରି ଡାକୁଛି ।
Loading comments…
Loading comments…