by SARATA KUMAR DAS ✓ · 19 Jun 2019
ସିକ୍ତ ମୋ ଗାଁ ଝରା ଶ୍ରାବଣର ଝର ଝର ଶୀତଳ ବିନ୍ଦୁରେ ଧୂ ଧୂ ଜଳୁଥାଏ ପ୍ରଚଣ୍ଡ ଝାଂଜିରେ ପୁଣି ଝୁମୁଥାଏ କେତେବେଳେ ବସନ୍ତର ପଂଚମ ତାନରେ ଉଡୁଥାନ୍ତି ପ୍ରଜାପତି ଦଳ ଦଳ ଡେଣାମେଲି ଫୁଲ ବଗିଚାରେ
Loading comments…
Comments
Loading comments…