by DR SAMIR RANJAN BEHERA ✓ · 30 Apr 2021
ଅନ୍ନ ଯୋଗାଏ ମୋ ପରିବାରକୁ ଅନ୍ନ ଯୋଗାଏ ମୋ ଦେଶକୁ ନଥାଇ ସ୍ୱାର୍ଥ ନଥାଏ ଭେଦଭାବ ଆଉ ଧନୀ ହେବାର ଅଭିଳାଷ କର୍ତ୍ତବ୍ୟ ମୋ ଈଶ୍ୱର କ୍ଷେତ ମୋ ମନ୍ଦିର ଆଉ ପବନ ପାଣି ପବନ ତ ମୋ ଅତି ନିଜର
Loading comments…
Comments
Loading comments…