by Anita Dash ✓ · 23 Nov 2020
ଅବାସ୍ତବତାରେ ବାସ୍ତବତା ଖୋଜି, ପାଇବା ପାଇଁ ସତ୍ୱର , ବିବେକ ରୂପୀ ଶ୍ରୀରାମଙ୍କୁ, ମୋହରେ ପାଶୁ କରିଥାଏ ଦୂର। [୪] ମନରୁ ବିବେକ ଦୂର ହୋଇ ଗଲେ ପ୍ରାଣୀ ହୁଏ ବୁଦ୍ଧି ହୀନ, ଧିକାର ବଚନେ ସଦ୍ ବୁଦ୍ଧି ଲକ୍ଷ୍ମଣ ତେଜିଥାଏ ପ୍ରାଣୀ ଜନ।
Loading comments…
Comments
Loading comments…