by Rajesh Kumar Jain ✓ · 22 Jul 2017
ଇଉଜ୍ ଆଣ୍ଡ ଥ୍ରୋ ଯୁଗରେ ବହିଗଲା ପାଣିକୁ ଧରିବାକୁ ଚାହୁଁଛ ! ସେହି ଗଙ୍ଗାରେ ବୁଡ଼ ପକେଇଦେ, ଜୀବନର କିଛି ତୃଷ୍ଣା ମେଣ୍ଟେଇନେ, ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି ଆଧୁନିକ ମନ୍ତ୍ରରେ ନିଜକୁ ଢାଳିନେ ।
Loading comments…
Loading comments…