by Shiba Charan Mahapatra ✓ · 7 Jul 2019
ଶ୍ରୀ ଅଙ୍ଗୀ ବର ବରଣା ମାନସ ପଟ୍ଟ କଳ୍ପନା ପ୍ରଣୟିନୀ ବୁଝେନା ଦୂରତା ସାନ୍ଦ୍ରତା ଗୋପନେ ଗୋପନ ରତି ମହକ ମହକେ ରାତି ପ୍ରିତି ରଶେ ନିଶାଗ୍ରସ୍ତ ନିଶି ଗାଢତା.. ଚକିତ ଚାହିଁ ସେ ଚାନ୍ଦିନୀ ପ୍ରଣୟ ମଧୁମିଳନ ସହି ପାରେନି..
Loading comments…
Loading comments…