by BHARAT CHARAN BEHERA ✓ · 26 Jul 2021
ତୁ ମୋ ପାଇଁ ଦୁଃଖର ନଈ ଟିଏ ତଥାପି ତୋ ପଠାରେ ଖେଳିବାକୁ ଭଲ ଲାଗେ ଭଲ ଲାଗେ ତୋ ଦେହର ବାଲୁକା ରାଶିରେ ନିଜକୁ ହଜେଇ ଟିକିଏ ଉଷୁମ ଟାଣିବା ପାଇଁ ଭଲ ଲାଗେ ତୋ ଦେହର ତରଙ୍ଗରେ ଆକାଶକୁ ଛାତି କରି ଶୀତଳ ପରସ ଟିକେ ପାଇବାକୁ ଆଉ ଭାସି
Loading comments…
Loading comments…