by Jyochhna rani Devi ✓ · 6 Oct 2021
ଜହ୍ନ ଆଲୁଅର ରୋଷଣୀ ଜାଳି ତୁ ସାଜିଲୁ ଚାନ୍ଦିନୀ ରାତି ବର୍ଷା ବିଧୁର ଜୀବନରେ ମୋର ଭରିଲୁ ଅମାପ ତାତି ଦେଖାଇଲୁ ନୂଆ ରାହା ସଜନୀ ଆସିଲୁ ଘନ ରଜନୀରେ ଦେଖାଇ ସପନ ନୂଆ
Loading comments…
Loading comments…