by Pranati Panda ✓ · 24 Aug 2021
ପବିତ୍ର ସ୍ଵିକାରେ ସେ' ରାଈ ପରିକଳ୍ପେ ରାସ ରଚଇ , ନବାମ୍ବର ପିନ୍ଧି ଶୋଭଇ ନମସିତ ମୁଦ୍ରାରେ ରାଈ ।। କହ୍ନେଇ କରସି ଭିଆଣ ପଦେ ନୂପୁର ରୁଣଝୁଣ , ଉଭା ହୋଇଲେ ତତକ୍ଷଣ ଚନ୍ଦ୍ରବଦନ ରାଧା ପ୍ରାଣ ।।
Loading comments…
Loading comments…