by pranati Mahapatra ✓ · 22 Dec 2020
ଉପରକୁ ଉଠି ଥଣ୍ଡା ହୋଇଗଲେ ମେଘ ହୋଇ ଝରିପଡେ, ଉତ୍ତପ୍ତ ଧରଣୀ ହୁଅଇ ଶୀତଳ ଚାଷୀ କ୍ଷେତେ ଲାଗି ପଡେ। ମେଘ ହେଲେ ଚାଷୀ କୂଳ ଆନନ୍ଦିତ ମୟୂର ବି ନୃତ୍ୟ କରେ, ଗାଁ ଲୋକେ ଶାଗ ପନିପରିବା ବି ଲଗାନ୍ତି ବାଡି ବଗିଚାରେ।
Loading comments…
Loading comments…