by Manash ranjan Pattanayak ✓ · 10 Dec 2019
ମୂଲଚାଲ କରି ଥକି ମୁଁ ପଡିଲି ପ୍ରୀତି ହେଲା ମହରଗ ଅରଣ୍ୟ ରାଇଜ ହାତ ଠାରୁଥିଲା ବଢୁଥିଲା ଧିରେ ବେଗ ମନରେ ଆଶଙ୍କା ପ୍ରେମରେ ଭରଷା ହୋଇଗଲା ଚୁନା ଚୁନା ମେଘର ରାତିରେ ।
Loading comments…
Loading comments…