by Kishore Nayak ✓ · 13 Jul 2020
ଋତୁ ଚକ୍ରେ ପାଣି ଖେଳଇ ଦୋଳି ତଳୁ ଉପର ଉପରୁ ତଳ ବରଷା ଋତୁରେ ପକାଏ ଢାଳି ll ନଦୀ-ନାଳ ସବୁ ଉଠଇ ପୁରି ଉତପ୍ତ ଧରା ଶୀତଳ ହୁଅଇ ଆକାଶୁ ବରଷା ପଡିଲେ ଝରି ll
Loading comments…
Loading comments…