by ଅନିଲ କୁମାର ଲେଙ୍କା ✓ · 29 Dec 2020
ମେଘ ମହ୍ଲାରର ଆଡ ଚାହାଣୀରେ କୃଷ୍ଣଚୂଡା ନାଲି ରଙ୍ଗେ ଇନ୍ଦ୍ରଧନୁ ସପ୍ତ ରଙ୍ଗରେ ମଜେଇ ସଜାଇ ଦିଏ ତା ଅଙ୍ଗେ ।। ମେଘ ବରଷିଲେ ପୃଥିବୀ ଲଭଇ ସତେକି ସରଗ ସିରି ପଲ୍ଲବିତ ହୁଏ ପାଦପେ ପତର ସବୁଜ ସୁଷମା ଧରି ।।
Loading comments…
Comments
Loading comments…