by Banasmita Panda ✓ · 17 Oct 2020
ଯୁଗ ଯୁଗରୁ ଥିବା ଖାଲି ସ୍ଥାନ ସବୁଜ ରଙ୍ଗର ଘାସରେ ଲାଲ ଟୁକ ଟୁକ ସାଧବ ବୋହୂ ମଥାରେ ଟୋପା ଗଙ୍ଗଶିଉଳିରେ ମଣ୍ଡିତ ଗଭା ଲାଲ ଅଳତା ସହ ମୋତିଭରା ପାଉଁଜି ଲାଲ ପାଟ ଜରି ଓଢଣୀ ସତରେ କେତେ ଅସ୍ଥିର ଏ ମନ କରି ବସିଲ
Loading comments…
Comments
Loading comments…