by Prabhat kumar Sahu ✓ · 25 Jun 2019
ବର୍ଷା ଛିଟାକୁ ମିଶେଇ ସେଥିରେ ପିଇଦେଇଥାଏ ଢୋକେ ଢୋକେ ମନ ହେଇଯାଏ ମତୁଆଲା ମୋର ଲାଗେ ମଧୁଶାଳା ଅଛି ପାଖେ ପିଆଲା ମୁହଁ ର ଚହଲା ପାଣି ରେ
Loading comments…
Comments
Loading comments…