by Sambit Srikumar ✓ · 23 Feb 2022
ବାତାୟାନ ପାଶେ ବସି ମୁହିଁ ଦେଖେ ସବୁ ମହା ଆନନ୍ଦରେ ବର୍ଷା ଛିଟିକାରେ ଇତସ୍ତତଃ ହୋଇ ଚିନ୍ତା କରେ ସତେ ଅବା ଦୂତ ରୂପୀ ମେଘ ସେଇ ବର୍ଷିଯାଏ ମୋ ଗବାକ୍ଷ ସମୀପେ
Loading comments…
Loading comments…