by Sukadev Mahanta ✓ · 11 Aug 2021
ନିଶିଥରେ ତାରା ମେଳେ କଳାମେଘ ଆଢୁଆଳେ ଲୁଚକାଳି ଖେଳେ ଶଶୀ ଗଗନ ଦେଶେ ଗଡିଆ ସରସୀ ଜଳେ ବେଙ୍ଗ ରଡି କେଁ କଟରେ କି ସୁନ୍ଦର ପରିବେଶେ ମନ ହରଷେ
Loading comments…
Loading comments…