by Bharatabandhu Biswal ✓ · 10 Nov 2021
ଯଦୁ ମେଣ୍ଢା ଭାରି କରିତ୍ କର୍ମା ଛାଡିଦେଲେ ବେଫିକର ଚରିବେ ଗୋଚର, ବୁଲାଇ ପାରିବେ ଜିଭ ଏଣେତେଣେ ଉଜାଡିବେ ଖଳାବାଡି କ୍ଷେତରେ ଫସଲ, ଛନ ଛନ ଧାନବିଲ ଅର୍ଥକରୀ ଆଳୁ ବାଇଗଣ
Loading comments…
Comments
Loading comments…